ଘନା

ଉଇକିଅଭିଧାନ‌ରୁ

ଘନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଘନ+ଆ)[ସମ୍ପାଦନା]

୧. ମଧୁପର୍ଣ୍ଣୀଲତା (ଜ୍ଞାନେନ୍ଦ୍ର) — ୧. Name of a creeper.
୨. ତନ୍ତ୍ରୀବାଦ୍ୟବିଶେଷ — ୨. Name of a stringed instrument (M.W.)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଘନ)[ସମ୍ପାଦନା]

ଗାଢ଼; ନିବିଡ଼ —Thick; dense.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

୧. ଘଣା; ଆଖୂଖାଇ — ୧. Sugar-cane mill.
୨. ଶସ୍ୟ ଭାଜିବା ହାଣ୍ଡି — ୨. An earthen pot for frying grains.
୩. କୁମାରୁର ଲିହାଇ — ୩. Hammering block of a blacksmith.