ଘନୀଭୂତ
ଦେଖଣା
ଘନୀଭୂତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
(ଘନୀଭାବ—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - [ଘନ+ଅଭୂତ ତଦ୍ଭାବେ ଚ୍ୱି (ଈ)+ଭୂତ]
[ସମ୍ପାଦନା]- ୧. କେନ୍ଦ୍ରୀଭୂତ —୧. Centred.
- ୨. ସାନ୍ଦ୍ରୀଭୂତ —୨. Densified.
- ୩. ଯାହା ପୂର୍ବେ ତରଳ ଥିଲା ବର୍ତ୍ତମାନ ଘନ ବା କଠିନ ହୋଇଅଛି —୩. Frozen; condensed.
- ୪. ଦୃଢ଼ୀଭୂତ; ଯାହା ପୂର୍ବେ କୋମଳ ଥିଲା ବର୍ତ୍ତମାନ ଟାଣ ହୋଇଅଛି —୪. Hardened; srtengthened.
- ୫. ଗଭୀର କରାଯାଇ ଥିବା —୫. Deepened.
- ୬. ପୂର୍ବ ଅପେକ୍ଷା ବେଶି ବଢ଼ିଥିବା —୬. Intensified.