ଘମାଘୋଟ୍

ଉଇକିଅଭିଧାନ‌ରୁ

ଘମାଘୋଟ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘନଘଟା)[ସମ୍ପାଦନା]

୧. ଜାକଜମକ — ୧. Grandeur.
୨. ଧୁମ୍ଧାମ୍; ଆଡ଼ମ୍ୱର — ୨. Ado; grand display.
୩. ଆଧୁକ୍ୟ —୩. Excess.
୪. ବର୍ଷିକା ପୂର୍ବରୁ ଆକାଶରେ ଚାରି ଆଡ଼େ ମେଘ ଘୋଟିବା ଅବସ୍ଥା —୪. Overcloudiness.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ତିବିଡ଼ —୧. Dense.
୨. ଗାଢ଼ —୨. Deep; frofound.
୩. ଅତ୍ୟଧିକ —୩. Excessive.
୪. ସର୍ବତ୍ର ବ୍ୟାପିଥିବା; ସର୍ବତ୍ର ଘୋଟିଥିବା — ୪. Diffused; extensive; overclouding.
୫. ଭୟଙ୍କର —୫. Terrific.
୬. ବାର୍ଷିକ ପୂର୍ବରୁ ଚାରିଆଡ଼େ ନିବିଡ଼ରୂପେ ଆକାଶକୁ ମେଘ ଘୋଟି ଥିବା (ଅବସ୍ଥା ବା ପାଗ) —୬. Overcloudy (weather).