Jump to content

ଘରକରଣା

ଉଇକିଅଭିଧାନ‌ରୁ

ଘରକରଣା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୃହକରଣ)

[ସମ୍ପାଦନା]
୧. ଗୃହସ୍ଥ ଧର୍ମ — ୧. Domestic duties or affairs
୨. ସଂସାରକର୍ମ; ସଂସାରରେ ଗୃହସ୍ଥରୂପେ ଚଳିବାର ସମସ୍ତ ଜଞ୍ଜାଳ —୨. Worldly affairs. or entanglement.
୩. ପରିବାର ଚାଳନ — ୩. Domestic or family management.
୪. ଗୃହସ୍ଥ ସମସ୍ଥ ବିଷୟ ଚଳିବାର ଅବସ୍ଥା; ବୈଷୟିକ ଅବସ୍ଥା — ୪. Worldly or material condition.
୫. ଗୃହସ୍ଥ —୫. Householder.
୬. ଏକତ୍ର ବାସ କରୁଥିବା ପରିବାରର ବ୍ୟକ୍ତିଗଣ — ୬. A family consisting of many members.
୭. ଅଳ୍ପ ବ୍ୟୟରେ ପରିବାର ଚାଳନ — ୭. Domestic-economy.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଗୃହସ୍ଥାଳୀସମ୍ୱନ୍ଧୀୟ — ୧. Domestic; pertaining te a household.
୨. ଗୃହସ୍ଥର ଉପଯୋଗୀ — ୨. Befitting a house-holder.

ତାଙ୍କର ଘରକରଣା ବୁଦ୍ଧି ଦରସଲ୍ ନ ଥିଲା—ଫକୀରମୋହନ. ଛମାଣଆଠଗୁଣ୍ଠ

୩. ଖାଦାନ୍; ଭଦ୍ରବଂଶଜ — ୩. Respectable; descended from a respectable family.
୪. ସଚଳ; ଯାହାର ସଂସାରକାର୍ଯ୍ୟ ସୁରୁଖୁରୁରେ ଚଳେ — ୪. Well-to-do; prosperous.