ଘରକରଣା
Appearance
ଘରକରଣା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୃହକରଣ)
[ସମ୍ପାଦନା]- ୧. ଗୃହସ୍ଥ ଧର୍ମ — ୧. Domestic duties or affairs
- ୨. ସଂସାରକର୍ମ; ସଂସାରରେ ଗୃହସ୍ଥରୂପେ ଚଳିବାର ସମସ୍ତ ଜଞ୍ଜାଳ —୨. Worldly affairs. or entanglement.
- ୩. ପରିବାର ଚାଳନ — ୩. Domestic or family management.
- ୪. ଗୃହସ୍ଥ ସମସ୍ଥ ବିଷୟ ଚଳିବାର ଅବସ୍ଥା; ବୈଷୟିକ ଅବସ୍ଥା — ୪. Worldly or material condition.
- ୫. ଗୃହସ୍ଥ —୫. Householder.
- ୬. ଏକତ୍ର ବାସ କରୁଥିବା ପରିବାରର ବ୍ୟକ୍ତିଗଣ — ୬. A family consisting of many members.
- ୭. ଅଳ୍ପ ବ୍ୟୟରେ ପରିବାର ଚାଳନ — ୭. Domestic-economy.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଗୃହସ୍ଥାଳୀସମ୍ୱନ୍ଧୀୟ — ୧. Domestic; pertaining te a household.
- ୨. ଗୃହସ୍ଥର ଉପଯୋଗୀ — ୨. Befitting a house-holder.
ତାଙ୍କର ଘରକରଣା ବୁଦ୍ଧି ଦରସଲ୍ ନ ଥିଲା—ଫକୀରମୋହନ. ଛମାଣଆଠଗୁଣ୍ଠ
- ୩. ଖାଦାନ୍; ଭଦ୍ରବଂଶଜ — ୩. Respectable; descended from a respectable family.
- ୪. ସଚଳ; ଯାହାର ସଂସାରକାର୍ଯ୍ୟ ସୁରୁଖୁରୁରେ ଚଳେ — ୪. Well-to-do; prosperous.