Jump to content

ଘରକରଣା ବୁଦ୍ଧି

ଉଇକିଅଭିଧାନ‌ରୁ

ଘରକରଣା ବୁଦ୍ଧି

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୃହକରଣ)

[ସମ୍ପାଦନା]

ନିଜର ଗୃହସଂସାର ସୁଚାରୁ— ରୂପେ ପରିଚାଳନ କରିବାର ବୁଦ୍ଧି — An eye on domestic economy; worldly wisdom.

ଘରକରଣା ବୁଦ୍ଧି ଯାହାକୁ ଦିଶେ ଗୃହଲୁଣ୍ଡା ନେଇ ଚାଳରେ ଖୋସେ —ଢଗ