ଘରଚଟିଆ
ଦେଖଣା
ଘରଚଟିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘରଚଟିଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘର+ଚଟକ)
[ସମ୍ପାଦନା]ଘରର ଚାଳତଳେ ବାସ କରୁଥିବା କ୍ଷୁଦ୍ର ପକ୍ଷିବିଶେଷ — The house-sparrow.
[ଦେଖ— ଏହାର ମାଂସ ମଧୁର, ସ୍ନିଗ୍ଧ ଶୁକ୍ରଜନକ, କଫକାରକ ଓ ସନ୍ନିପାତ ପ୍ରଶମକ—ଦ୍ରବ୍ୟଗୁଣ]