Jump to content

ଘରଜୁଆଇଁ

ଉଇକିଅଭିଧାନ‌ରୁ

ଘରଜୁଆଇଁ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଘରଜୋଇଁ, ଘରଜୋଇଆଁ,ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘର+ଜମାତା; ଗୃହବାସୀ ଜାମାତା)

[ସମ୍ପାଦନା]

ଯେଉଁ ଜାମାତା ଶଶୁରଙ୍କ ଉତ୍ତରାଧିକାରୀରୂପେ ତାଙ୍କ ଘରେ ବାସ କରେ —One who takes up his residence in his father-in-law's house as the latter's heir or successor.