Jump to content

ଘରମଣଷ

ଉଇକିଅଭିଧାନ‌ରୁ

ଘରମଣଷ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଘରମଣିଷ, ଘରମନିଷଅନ୍ୟରୂପ

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଘର+ ମନୁଷ୍ୟ)

[ସମ୍ପାଦନା]
୧. ନିଜର ସ୍ତ୍ରୀ — ୧. One's own wife.
୨. ନିଜର ସ୍ୱାମୀ —୨. One's own husband.
୩. ଆପଣାର କୁଟୁମ୍ୱ ମଧ୍ୟସ୍ଥ ବ୍ୟକ୍ତି — ୩. A member of one's family.
୪. ଆପଣାର ଅନ୍ତରଙ୍ଗ ବ୍ୟକ୍ତି — ୪. One's intimate friend or relation.