Jump to content

ଘରା ଖାଇବା

ଉଇକିଅଭିଧାନ‌ରୁ

ଘରା ଖାଇବା

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଶଗଡ଼ର ଚକଦ୍ୱାରା ଆଖ ଘଷିହୋଇ ଆଖରେ ଖାଲ ବା ଛିଦ୍ର ହେବା — ୧. The wearing away of the axle by constant friction of the wheel.


୨. ମୁହଁରୁ ହଠାତ୍ ବାକ୍ୟ ସ୍ପଷ୍ଟଭାବରେ ନ ବାହାରି ଖନି ମାରିବା —୨. Stammering.