Jump to content

ଘରେଇତୀ

ଉଇକିଅଭିଧାନ‌ରୁ

ଘରେଇତୀ

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]
୧. ଯେ ସର୍ବଦା ଘରେ ରହେ — ୧. Home-staying.
୨. ଗୃହ ଧନ୍ଦାରେ ସବୁବେଳେ ବ୍ୟାପୃତା — ୨. Always busy in house-hold duties.
୩. ଯେଉଁ ସ୍ତ୍ରୀ ପାରିବାରିକ ଜୀବନଯାପନ କରିବାକୁ ସୁଖ ପାଏ —୩. Loving to lead a family-life home-loving.

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଗୃହକର୍ତ୍ତୀ —୧. Mistress of the house.
୨. (ବ୍ୟଙ୍ଗ) ବଳେ ପଶି ଯେଉଁ ସ୍ତ୍ରୀ ପରର ଘରେ ଆପଣାର କର୍ତ୍ତୃତ୍ୱ ଦେଖାଏ —୨. A woman who exercises mastery in another family uninvited.