Jump to content

ଘର୍ମାର୍ତ୍ତ

ଉଇକିଅଭିଧାନ‌ରୁ

ଘର୍ମାର୍ତ୍ତ

ଉଚ୍ଚାରଣ

[ସମ୍ପାଦନା]
(file)
(ଘର୍ମାର୍ତ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (୩ୟ ତତ୍; ଘର୍ମ+ଆର୍ତ୍ତ)

[ସମ୍ପାଦନା]

ଝାଳଦ୍ୱାରା ଅତ୍ୟନ୍ତ ବ୍ୟସ୍ତ —Profusely perspiring; troubled with profuse perspiration.