ଘର ଉଜାଡ଼
ଦେଖଣା
ଘର ଉଜାଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅପବ୍ୟୟ ହେତୁରୁ ଘରକରଣା ନଷ୍ଟ ହେବା; ପରିବାର ନିଧନ ହେବା — ୧. The state of a family becoming poor on account of squandering.
- ୨. ଯତ୍ନ ଓ ସଂସ୍କାର ଅଭାବରେ ଗୃହ ଖିନିଖରାପ ହେବା — ୨. A house becoming spoiled for want of care and repairs; neglected state of a house.