ଘର ଝାଡ଼ିବା

ଉଇକିଅଭିଧାନ‌ରୁ

ଘର ଝାଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଘର+ଝାଟ=ମାର୍ଜନ)[ସମ୍ପାଦନା]

ଚାଳଘରର ଚାଳର ଭିତର ପାଖରେ ଓ କାନ୍ଥ ଦେହରେ ଲାଗିଥିବା କୁଟା ଓ ଅଳନ୍ଧୁଆଦିକୁ ପହଁରାଆଦିଦ୍ୱାରା ପରିଷ୍କାର କରିବା —To sweep the inside of a thatch and the body of the walls clean of the soots and hanging bits of straw, with a broom stick.

ପ୍ରାଦେଶିକ - କ୍ରିୟାପଦ -[ସମ୍ପାଦନା]

୧. (ସମ୍ୱଲପୁର) ଚାଳଘରକୁ ବାର୍ଷିକ ଛପରବନ୍ଦି କରିବା ଉପଲକ୍ଷରେ ଚାଳରୁ ପୁରୁଣା ନଡ଼ାକୁ ଓଲାରିବା — ୧. To take out the layers of last year's straw from the thatch during the annual thatching of a thatched house.
୨. (ମେଦିନୀପୁର; ତୁଳ. ବଂ ଘର ଝାଡ଼ା) ଘରର ଚଟାଣକୁ ଓଳାଇବା — ୨. To sweep the floor of a house clean.