ଘର ବସିଯିବା

ଉଇକିଅଭିଧାନ‌ରୁ

ଘର ବସିଯିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

କୌଣସି ତିଆରି ଘର ମାଟି ତଳକୁ ଦବି ଯିବା —Setting down of a house into the ground.

===ପ୍ରାଦେଶିକ - (କଟକ) ବିଶେଷ୍ୟ - (ଲକ୍ଷଣାର୍ଥ)

ପରିବାରକୁ ପୂର୍ବ ସମୃଦ୍ଧିର ହ୍ରାସ — Diminishing of the former prosperity.