ଘର ଭାଙ୍ଗିଯିବା

ଉଇକିଅଭିଧାନ‌ରୁ

ଘର ଭାଙ୍ଗିଯିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗୃହ ମରାମତ ଅଭାବରୁ ଭଗ୍ନ ବା ଭୂମିସାତ୍ ହେବା —୧. The falling down of a house (for want of repairs).
୨. ଏକାନ୍ୱର୍ତ୍ତୀ ପରିବାରର ବ୍ୟକ୍ତିଗଣ ପୃଥକାନ୍ନବାସ ହେବା — ୨. Separation amongst the members of a hitherto joint (Hindu) Family.