ଘଳ୍ କିନା

ଉଇକିଅଭିଧାନ‌ରୁ

ଘଳ୍ କିନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଦେଶଜ - କ୍ରି. ବିଶେଷଣ - (ଧ୍ୱନ୍ୟନୁକରଣ)[ସମ୍ପାଦନା]

ହଠାତ୍ ବହୁ ପରିମାଣରେ (ପୂଜା ବା ପାଣି ବୋହିବା) — Copiously (said if sudden discharge of pus or water).

(ଯଥା—ହିଡ଼ରେ ଗୋଟାଏ କଣା ବାଟେ ଘଳ୍ କିନା ପାଣି ବାହାରିଲା; ବଥରୁ ଘଳ୍ କିନା ଗୁଡ଼ାଏ ପୂଜ ବାହାରି ପଡ଼ିଲା)