ଘଷର ଘଷର

ଉଇକିଅଭିଧାନ‌ରୁ

ଘଷର ଘଷର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଦେଶଜ - ଅ. (ଧ୍ୱନ୍ୟନୁକରଣ; ସଂସ୍କୃତ - ଘୃଷ୍ ଧାତୁ)[ସମ୍ପାଦନା]

ଏକ ପଦାର୍ଥକୁ ଅନ୍ୟ ପଦାର୍ଥରେ (ଯଥା—ଖୂରକୁ ଚମ ଉପରେ ଘଷିବା) ଘଷିବାର ଶବ୍ଦ —Sound produced by rubbing or friction.