ଘଷା ଗୋଠ

ଉଇକିଅଭିଧାନ‌ରୁ

ଘଷା ଗୋଠ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ)[ସମ୍ପାଦନା]

ସୁନା ବା ରୂପାର ଛୋଟ ଛୋଟ କଢ଼ିରେ ଗୁନ୍ଥା ଅଣ୍ଟାର ଶିକୁଳି —A waist chain consisting of tiny balls strung together.