ଘଷା ଚକଟା

ଉଇକିଅଭିଧାନ‌ରୁ

ଘଷା ଚକଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଦେଶଜ - ବିଶେଷ୍ୟ - (ସହଚର)[ସମ୍ପାଦନା]

ଚୂଡ଼ାଘଷା ଓ କଦଳୀ ଚକଟା (ପୁରୀ ଜିଲ୍ଲାର ବ୍ରାହ୍ମଣଙ୍କ ଆଦୃତ ଖାଦ୍ୟଦ୍ୱୟ) — Chuṟḍ̠āghashā and ripe plantain kneaded with milk and sugar.