ଘଷି
Appearance
ଘଷି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋବିଷ୍ଠା; କରୀଷ; ସଂସ୍କୃତ - ନାମ. କୁଟୀ; ସଂସ୍କୃତ - ଘୁଣ୍ଟିକ= ବନସ୍ଥ କରୀଷ)
[ସମ୍ପାଦନା]- ୧. ଜାଳରୂପେ ବ୍ୟବହୃତ ପିଷ୍ଟକାକାର ଶୁଷ୍କ ଗୋମୟ —Dried cow-dung-cake used as fuel.
ସଢ଼ାଇବାକୁ ତା ବଡ଼ାଇ ବସି, ଦୁର୍ମତି ଯେବେ ଚୋବାଇବା ଘଷି—କବିସୂର୍ଯ୍ୟ. କବିତାକଲ୍ଲୋଳ
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]- ୧. ଛେନା —୧. Cheese.