ଘଷି

ଉଇକିଅଭିଧାନ‌ରୁ

ଘଷି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋବିଷ୍ଠା; କରୀଷ; ସଂସ୍କୃତ - ନାମ. କୁଟୀ; ସଂସ୍କୃତ - ଘୁଣ୍ଟିକ= ବନସ୍ଥ କରୀଷ)[ସମ୍ପାଦନା]

୧. ଜାଳରୂପେ ବ୍ୟବହୃତ ପିଷ୍ଟକାକାର ଶୁଷ୍କ ଗୋମୟ —Dried cow-dung-cake used as fuel.

ସଢ଼ାଇବାକୁ ତା ବଡ଼ାଇ ବସି, ଦୁର୍ମତି ଯେବେ ଚୋବାଇବା ଘଷି—କବିସୂର୍ଯ୍ୟ. କବିତାକଲ୍ଲୋଳ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

୧. ଛେନା —୧. Cheese.