Jump to content

ଘାଉଁଘାଉଁ କରିବା

ଉଇକିଅଭିଧାନ‌ରୁ

ଘାଉଁଘାଉଁ କରିବା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. କୁକୁର ପରି ଶବ୍ଦ କରି କାମୁଡ଼ି ଗୋଡ଼ାଇବା — To snarl (like a dog going to attack).

୨ : ଖାଲି ଦେଉଳ ବା ବଡ଼ଘର ମଧ୍ୟରେ ପାଟି କରି ପ୍ରତିଧ୍ୱନିତ ଶବ୍ଦ ଜାତ କରିବା —୨. To produce a rever- berating echoing sound (e.g. by hallooing in an empty temple or empty big hall.)