ଘାଉଁ ଘାଉଁ

ଉଇକିଅଭିଧାନ‌ରୁ

ଘାଉଁ ଘାଉଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧ : କୁକୁର ପ୍ରଭୃତି କ୍ରୁଦ୍ଧ ଜୀବର ଗଭୀର ଧ୍ୱନି —୧. The growling or barking sound of a dog.

୨ : ଶୂନ୍ୟ ମନ୍ଦିର ମଧ୍ୟରେ ପ୍ରତିଧ୍ୱନିର ଶବ୍ଦ — ୨. Echoing sound inside an empty temple.