ଘାଏ
ଦେଖଣା
ଘାଏ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. ବିଶେଷଣ -(ସଂସ୍କୃତ - ଘାତ)
[ସମ୍ପାଦନା]- ୧. ଏକ ଆଘାତରେ — ୧. At one stroke.
ଅୟୂତେ ନାଗବତ ଜରାସନ୍ଧ ରାୟେ, ଭେଟିଲା ଯମଙ୍କୁଟି ଭୀମ ବାହୁ ଘାଏ କୃଷ୍ଣସିଂହ; ମହାଭାରତ ବନ
- ୨. ଏକାଥରକେ —୨. At one time; once.
ପ୍ରାଦେଶିକ - (ସମ୍ୱଲପୁର) ଅ
[ସମ୍ପାଦନା]ଦଣ୍ଡେ; କ୍ଷଣେ — A moment only.