ଘାଏଁ
ଦେଖଣା
ଘାଏଁ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଅନୁବାଦ
[ସମ୍ପାଦନା]ଘାଏଁ
|
ଦେଶଜ - କ୍ରି. ବିଶେଷଣ -
[ସମ୍ପାଦନା]- ୧. ଦାଉରେ; ଜୋର୍ରେ — With force; forcibly.
(ଯଥା—ଏଡେଘାଏଁ କଥା କହ ନାହିଁ )
- ୨. ଥରେ —୨. Once.
ଅକାଳେ ମାଇଲି ଘାଏଁ, ଗଲା ଶ୍ରାବଣ ଯାଏ ଢଗ
- ୩. ରୂପେ —୩. An adverb prefix like 'ly' as in 'greatly'.
[ଦ୍ରଷ୍ଟବ୍ୟ —ବଡ, ଏଡେ ଆଦି ଶବ୍ଦ ସଙ୍ଗେ ଏହା ଲାଗେ; ଯଥା— ବଡଘାଏଁ=ବଡ଼ କରି ]