ଘାଏକେ

ଉଇକିଅଭିଧାନ‌ରୁ

ଘାଏକେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ପ୍ରାଦେଶିକ - (ସମ୍ୱଲପୁର) ଅ.[ସମ୍ପାଦନା]

କ୍ଷଣକେ — In a moment.

ଦେଶଜ - ଅ.[ସମ୍ପାଦନା]

୧. ଏକାଥରକେ —୧. At once.

୨ : ଏକା ହପ୍ପାକେ —୨. At one stretch.

(ଯଥା—ଏକା ଘାଏକେ ସବୁ କାମ କରି ଦେଲି )