ଘାଗଡା

ଉଇକିଅଭିଧାନ‌ରୁ

ଘାଗଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଘର୍ଘର=କ୍ଷୁଦ୍ର ଘଣ୍ଟିକା)[ସମ୍ପାଦନା]

୧. କଣ୍ଠାଭରଣ ବିଶେଷ —୧. A kind of necklace.
୨. ମେସ୍ ମାନଙ୍କର ପିନ୍ଧିବା ଏକପ୍ରକାର ଲମ୍ୱା କୁର୍ତ୍ତା; ଲହଙ୍ଗା —୨. Frock worn by European ladies.

[ଦ୍ରଷ୍ଟବ୍ୟ —ଏ ପୋଷାକ ଅଣ୍ଟାଠାରୁ ବଳାଗଣ୍ଠି ପର୍ଯ୍ୟନ୍ତ ଦେହର ଚାରି ପାଖେ ବେଢା ହୋଇ ଥାଏ]

ଦେଶଜ - ବିଶେଷଣ - ଧ୍ୱନ୍ୟନୁକରଣ (ସଂସ୍କୃତ - ଘର୍ଘର)[ସମ୍ପାଦନା]

ଉଚ୍ଚ କଠୋର ସ୍ୱରଯୁକ୍ତ (ପାଟି) —Loud and hoarse (tone).