ଘାଟିଆ
ଦେଖଣା
ଘାଟିଆ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘଟ୍ଟପାଳି)
[ସମ୍ପାଦନା]- ୧. ଘାଟମାଝୀ — ୧. Ferry-man.
- ୨. ଯେ ଗିରିସଂକଟ ଆଦି ଜଗିଥାଏ — ୨. One who guards a mountain- pass.
- ୩. ନଗରର ଦ୍ୱାରରକ୍ଷକ —୩. Town-gate- keeper.
- ୪. ଶୁକ୍ଳଦ୍ୱାର ରକ୍ଷକ —୪. Toll-gate- keeper.
- ୫. ତୀର୍ଥସ୍ଥାନ ବା ଦେବମନ୍ଦିରର ଦ୍ୱାରରକ୍ଷକ — ୫. Gate-keeper of a place of pilgrimage or temple.
- ୬. ତୀର୍ଥସ୍ଥାନର ନଦୀ ବା ପୁଷ୍କରିଣୀର ଘାଟରେ ଥାଇ ଯାତ୍ରୀଙ୍କୁ ସଂକଳ୍ପ ଆଦି କରାଇ ସେମାନଙ୍କଠାରୁ ଦାନ ଗ୍ରହଣ କରିବା ପଣ୍ଡା —୬. A priest who attends the bathing ghat at some sacred place and takes gifts from pilgrims.