Jump to content

ଘାଣ୍ଟିବା

ଉଇକିଅଭିଧାନ‌ରୁ

ଘାଣ୍ଟିବା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଘଟ୍ଟୁ ଧାତୁ)

[ସମ୍ପାଦନା]
୧. ଗୋଳିବା; ଅଲୋଡ଼ନ କରିବା; ଗୋଳାଇବା — ୧. To stir up; to thoroughly mix up; to agitate.
୨. ଦହଗଞ୍ଜ କରିବା — ୨. To put into much trouble; to harass.

ନୃପତିମତ ହୋଇ ରହିଅଛି ମୁହିଁ ନ ଘାଣ୍ଟ କାମ ମୋତେ ବିଷୟରେ ନେଇ କୃଷ୍ଣସିଂହ. ମହାଭାରତ. ଶାନ୍ତି ପର୍ବ

୩. ମନରେ କଷ୍ଟ ଦେବା — ୩. To disturb or perturb the mind.
୪. ଅତ୍ୟନ୍ତ ବିରକ୍ତି କରିବା —୪. To tease.
୫. ପାଣିକୁ ଗୋଳାଇବା — ୫. To agitate water and make it turbid.