ଘାଣ୍ଟି ହେବା

ଉଇକିଅଭିଧାନ‌ରୁ

ଘାଣ୍ଟି ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. କଲବଲ ହେବା; ଦହଗଞ୍ଜ ହେବା — ୧. To be troubled or afflicted.

ତୁମ୍ଭ ବିନା ସବୁ ଯୋଦ୍ଧାଏ ମୋର ମାୟା ଅନ୍ଧାରେ ଘାଣ୍ଟି ହୋଇ ଛାଡ଼ି ଦେବ କାୟା କୃଷ୍ଣସିଂହ. ମହାଭାରତ. ଭୀଷ୍ମପର୍ବ

୨. କାଦୁଅ, ପଙ୍କ, ପୁରୀଷ ଆଦିର ଲୁଣ୍ଠିତ ହେବା — ୨. To wallow (in mire, dirt, mud).

ନ ଖାଇ ମୁଁ ମଲେ ମୋର ପୁଅ ମାଇପେ ମରିବେ ଘାଣ୍ଟି ହେବ ତୁମ୍ଭେ ସେହି ପାପ କୃଷ୍ଣସିଂହ. ମହାଭାରତ. ବନ ପର୍ବ

୩. ଦୁଃଖିତ ହେବା; ବ୍ୟଥିତ ହେବା; ମନୋବେଦନା ଭୋଗ କରିବା —୩. to be sorry or excited; to be mentally disturbed.

ଘାଣ୍ଟି ହେଉଛି ମାତ୍ର କବିସୂର୍ଯ୍ୟ. କିଶୋରୀ ଚମ୍ପୁ ଘ ଗୀତ

୪. ଚିନ୍ତିତ ହେବା; ଚିନ୍ତାଗ୍ରସ୍ତ ହେବା —୪. To be anxious; to feel uneasy.

ଦମୟନ୍ତୀ ଏରୂପ ବିଚାର ଗୁଡ଼ାଏ, ଘାଣ୍ଟି ହୋଇଣ ଶୀର୍ଣ୍ଣ କରିଦେଇ କାୟେ କୃଷ୍ଣସିଂହ. ମହାଭାରତ. ବନପର୍ବ

୫. (ଘାଣ୍ଟିବାର କର୍ମବାଚ୍ୟ ରୂପ) ଆଲୋଡ଼ିତ ହେବା — ୫. To be stirred up.

ତାହା ଦେଖି ସମୁଦ୍ର ଘାଣ୍ଟି ହୋଇଗଲା—କୃଷ୍ଣସିଂହ. ମହାଭାରତ. ବନପର୍ବ