ଘାରିହେବା

ଉଇକିଅଭିଧାନ‌ରୁ

ଘାରିହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ଦେଶଜ - କ୍ରି. (ଅକର୍ମକ) (ସଂସ୍କୃତ - ଘୂର୍ଣ୍ଣ; ଘାରିବାର କର୍ମବାଚ୍ୟରୂପ)[ସମ୍ପାଦନା]

୧. ଆକ୍ରାନ୍ତ ହେବା; ଜର୍ଜରିତ ହେବା — ୧. To be overpowered.

ନଳ କାମବଶରେ ହୋଇଲେ ଘାରି—କୃଷ୍ଣସିଂହ ମହାଭାରତ ବନ

୨. ବିଶେଷ ଚିନ୍ତିତ ହେବା — ୨. To be mentally disturbed.

ଘାରି ହୋଇ ସରିଯିବୁ ସଦନେ—କବିସୂର୍ଯ୍ୟ. ସଙ୍ଗୀତ

୩. ଘୁର୍ଣ୍ଣିତ ହେବା — ୩. To be reeling; to whirl.
୪. ଆର୍ତ୍ତ ହେବା —୪. To be overcome.

ବୋଲନ୍ତି କ୍ଷୁଧା ପାପାସାରେ ହୋଇ ପାରି—କୃଷ୍ଣସିଂହ ମହାଭାରତ ବନ