ଘାୟେ

ଉଇକିଅଭିଧାନ‌ରୁ

ଘାୟେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

(ଅମୁକର) ଆଘାତରେ — By the stroke of.

କେତକୀଗନ୍ଧ—ବନ୍ଧୁ ମଧୁ ବାୟେ ପ୍ରାଣ ଦହଇ କାମବାଣ ଘାୟେ—ପ୍ରାଚୀ. ରସବାରିଧି