ଘିଅକୁଆଁରୀ

ଉଇକିଅଭିଧାନ‌ରୁ

ଘିଅକୁଆଁରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୃତକୁମାରୀ)[ସମ୍ପାଦନା]

ଗୁଳ୍ମ ବିଶେଷ — The Indian aloe; Aloe Indica.

[ଦ୍ରଷ୍ଟବ୍ୟ —ଏହା ରଜନୀଗନ୍ଧାଦିର ବର୍ଗର ଘନପିଚ୍ଛଳରସବିଶିଷ୍ଟ ଓ କ୍ଷୁଦ୍ର ଖଡ୍ଗ ପରି ଲମ୍ୱ ଓ ଦନ୍ତୁରପତ୍ର— ବିଶିଷ୍ଟ ଶାକବିଶେଷ; ଏହାର ପତ୍ରର ଚୋପା ତଳେ ପିଚ୍ଛିଳ ଘନ ପଦାର୍ଥ (ରସ) ଥାଏ ଏହି ରସ ଶୁଖାଇଲେ ମୁସଦ୍ଦର ହୁଏ

ଏହା ଭେଦକ, ଶୀତବୀର୍ଯ୍ୟ, ତିକ୍ତ— ମଧୁର ରସ, ଚକ୍ଷୁର ହିତକର, ରସାୟନ, ପୃଷ୍ଟିକର ଓ ଶକ୍ରବର୍ଦ୍ଧକ ଏହା ବାୟୁ, ବିଷ, ଗୁଳ୍ମ, ପ୍ଳୀହ, ଯକୃତବୃଦ୍ଧି, କଫ, ଜ୍ୱର, ଅଗ୍ନିଦଗ୍ଧ ବିଷ୍ଫୋଟକ, ରକ୍ତପିତ୍ତ ଓ ଚର୍ମରୋଗନାଶକ ଏହାରରସ ରକ୍ତଗଡ଼ା ଓ ହାତଗୋଡ଼ ପୋଡ଼ାଜଳାରେ ଘଷା ଯାଏ]