ଘିଅ ମାରିବା
ଦେଖଣା
ଘିଅ ମାରିବା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘିଅ ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଲହୁଣୀକୁ ନିଆଁରେ ବସାଇ ତହିଁରୁ ଜଳୀୟ ଅଂଶ ନଷ୍ଟକରି ଘିଅରେ ପରିଣତ କରିବା — To clarify butter (by heating over fire) and prepare ghee.
ଘିଅ ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଲହୁଣୀକୁ ଅଗ୍ନି ଉତ୍ତାପରେ ନିର୍ଜଳ କରି ତହିଁରୁ ଘୃତ ପ୍ରସ୍ତୁତ କରିବା
[ଦ୍ରଷ୍ଟବ୍ୟ —ପ୍ରକୃତରେ ଘିଅ ମରାଯାଏ ନାହିଁ; ଲହୁଣୀକୁ ନିଆଁରେ ବସାଇ ତାକୁ ନିର୍ଜଳ କରିବାଦ୍ୱାରା ଘୃତ ପ୍ରସ୍ତୁତ କରାଯାଏ]