ଘିଟିଘିଟିଆ

ଉଇକିଅଭିଧାନ‌ରୁ

ଘିଟିଘିଟିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷଣ - (ତୁଳ. ବଙ୍ଗାଳୀ - ଘୁଟ୍ଘୁଟୋ)[ସମ୍ପାଦନା]

ଅତ୍ୟନ୍ତ ଗାଢ (ଅନ୍ଧାର) —Dense (darkness)

ଘର ଚାରିକୋଣ ଘିଟିଘିଟିଆ ଅନ୍ଧାର—ଫକୀରମୋହନ. ଛମାଣଆଠଗୁଣ୍ଠ