ଘିଡ଼୍ଘିଡ଼୍

ଉଇକିଅଭିଧାନ‌ରୁ

ଘିଡ଼୍ଘିଡ଼୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ; ସଂସ୍କୃତ - ଘର୍ଘର)[ସମ୍ପାଦନା]

୧. ଢୋଲ ଆଦି ବାଦ୍ୟର ଦୁମଦୁମା ଶବ୍ଦ — ୧. Drumming noise; rumbling sound.
୨. ପାହାଡ଼ିଆ ଭୂମିରେ କଠିନ ପଦାର୍ଥର ଚଞ୍ଚଳ ଗଡ଼ିବା ଶବ୍ଦ —୨. Rattling sound of a cart swiftly rolling over hard ground.

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. ଜୋର୍ କରି —୧. Forcibly.
୨. ଶବ୍ଦ କରି —୨. Noisily.