Jump to content

ଘିରିଘିରାଇ

ଉଇକିଅଭିଧାନ‌ରୁ

ଘିରିଘିରାଇ

ଉଚ୍ଚାରଣ

[ସମ୍ପାଦନା]
(file)

(ଘିରିଘିରେଇ—ଅନ୍ୟରୂପ)

  • (file)
  • (file)

ଦେଶଜ - କ୍ରି. ବିଶେଷଣ -

[ସମ୍ପାଦନା]

କୌଣସି ଦଣ୍ଡାୟମାନ ବ୍ୟକ୍ତିକୁ ଠିଆ ଭାବରେ ଜୋର୍ ପୂର୍ବକ ଶୀଘ୍ର ଟାଣି ନେବା ପ୍ରକାରେ — In the manner of dragging down a standing person forcibly; lustily.