ଘୁଙ୍ଗୁଡ଼ା
ଦେଖଣା
ଘୁଙ୍ଗୁଡ଼ା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
(ଘୁଙ୍ଗୁଡ଼ୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଘୁର୍ଘୁର)
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତି ଶୋଇଲା ବେଳେ ନାକଦ୍ୱାରା ନିଶ୍ୱାସପ୍ରଶାସଜନିତ ଉଚ୍ଚ ଶବ୍ଦ କରେ; ନାକ ଡ଼ାକେ — ୧. Snoring; snorting.
- ୨. ଘୁଙ୍ଗୁଡ଼ିଯୁକ୍ତ —୨. Accompanied with snoring.
[ଦ୍ରଷ୍ଟବ୍ୟ —ଯେଉଁ ଲୋକ ଶୋଇଲାବେଳେ ଘୁଙ୍ଗୁଡ଼ି ମାରେ ତାକୁ ଚେତାଇଦେଲେ ସେ ତାହା ସ୍ୱୀକାର ବା ବିଶ୍ୱାସ କରେନାହିଁ ଏଥିପାଇଁ ପ୍ରବାଦ ଅଛି—'ଘୁମା,'ଘୁଙ୍ଗୁଡ଼ା, ପାରୁଡ଼ାଏ ତିନିହେଁ ଭୁରୁଡ଼ା']