ଘୁଙ୍ଗୁଡ଼ି

ଉଇକିଅଭିଧାନ‌ରୁ

ଘୁଙ୍ଗୁଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୁର୍ଘୁର)[ସମ୍ପାଦନା]

୧. ଶୟନକାଳରେ ଜଣଜଣଙ୍କର ନାସିକାନିର୍ଗତ ଉଚ୍ଚ ଧ୍ୱନି; ନାକ ଡ଼ାକିବା (ଏହା ଗଭୀର ନିଦ୍ରାର ଲକ୍ଷଣ) —୧. Snoring.
୨. କବାଟର ଏକ କୋଣକୁ ଏରୁଣ୍ଡ଼ିବନ୍ଧରେ ଏକ କୋଣରେ ଠିଆ କରାଇ କବାଟକୁ ଚଳାଇବା ନିମନ୍ତେ ଭୂମିରେ ପୋତା ହେବା କାଠ ଖଣ୍ଡ —୨. The pivoted pieces of wood on whch a door stands by its one corner and revolves.