ଘୁଡ଼ୁ ଘୁଡ଼ୁ

ଉଇକିଅଭିଧାନ‌ରୁ

ଘୁଡ଼ୁ ଘୁଡ଼ୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ) (ତୁଳ. ସଂସ୍କୃତ - ଘୁର୍ଘୁର)[ସମ୍ପାଦନା]

୧. ଛୋଟ ହାଣ୍ଡିରେ ଅଳ୍ପ ଭାତ ବା ତିଅଣ ଫୁଟିବାର ଶବ୍ଦ —୧. The gurgling sound of boiling rice or curry in a small pot.
୨. କଫ ବସିଗଲେ ନିଃଶ୍ୱାସପ୍ରଶ୍ୱାସ ସେମୟରେ ଗଳାରେ ଯେଉଁ ଅନୁଚ୍ଚ ଘଡ଼ ଘଡ଼ ଶବ୍ଦ ହୁଏ — ୨. Low gurgling sound in the throat due to respiration passing through the throat choked with phlegm.
୩. ବିରାଡ଼ମାନେ ଶୋଇବା ସମୟରେ କରିବା ଶବ୍ଦ — Sound of cats while sleeping,
୪. ଘୁଷୁରିମାନେ ମାଟି ତାଡ଼ିବା ସମୟରେ କରିବା ଶବ୍ଦ — ୪. The sound made by pigs while furrowing earth.

[ ଦ୍ର—ଘଡ଼ ଘଡ଼ ଶଦ୍ଦ ଅପେକ୍ଷା ଘୁଡ଼ୁ ଘୁଡ଼ୁ ଅନୁଚ୍ଚ ଅଟେ]