ଘୁମାଇବା

ଉଇକିଅଭିଧାନ‌ରୁ

ଘୁମାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଢୁଳାଇବା — ୧. To doze; to be drowsy.

ଘୁମାଇବାର ସମ୍ଭବିଲା ନହିଁ କି ଆମ୍ଭ, ସୁଯୋଗୁ ସିନା ବଞ୍ଚଅଇଲୁରେ—କବିସୂର୍ଯ୍ୟ . କିଶୋରୀଚମ୍ପୂ

୨. ନିଦ୍ରାଯିବା; ଶୋଇବା —୨. To sleep.

ଯେଉଁ ପାଣିଦେଲେ ପିଇବାକ୍ଷଣି ମୁହିଁ ଘଡ଼ି ଯାଏ ସୁଖେ ରହିଲି ଘୁମାଇ—କୃଷ୍ଣସିଂହ ମହାଭାରତ. ବନ

୩. (ଆଖି) ବୁଜିବା; ବନ୍ଦ କରିବା —୩. To shut.

କର୍ଣ୍ଣ ସେ ଘାଏ ଅତି ଅଶକତ ହୋଇ ନୟନ ଦୁଇ ଥରେ ଦେଲେ ସେ ଘୁମାଇ—କୃଷ୍ଣସିଂହ. ମହାଭାରତ. ବନ

ଅନୁବାଦ[ସମ୍ପାଦନା]

୪. ଘୁମିବା କ୍ରିୟାର ଣିଜନ୍ତ ରୂପ; ଘୂର୍ଣ୍ଣିତ କରିବା — ୪. Causative of Ghumibā to cause to roll or whirl.