Jump to content

ଘୁମାପେଚା

ଉଇକିଅଭିଧାନ‌ରୁ

ଘୁମାପେଚା

ଉଚ୍ଚାରଣ

[ସମ୍ପାଦନା]
(file)
(ଘୁମୀପେଚୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - (ଗାଳି; ଯେ ସର୍ବଦା ପେଚାପରି ଢୁଳାଉଥାଏ)

[ସମ୍ପାଦନା]

ଅଳସୁଆ; କୋଢ଼ିଆ —Lazy; indolent (literally. dozing like an owl.)