ଘୁମିବା

ଉଇକିଅଭିଧାନ‌ରୁ

ଘୁମିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଘୁର୍ଣ୍ଣ ଧାତୁ)[ସମ୍ପାଦନା]

୧. ଚକ୍ରାକାରରେ ବୁଲିବା; ଘୁରିବା — ୧. To whirl round.
୨. ଚାରିଆଡ଼େ ବୁଲିବା — ୨. To walk about; to walk round.

ଦେଖିଆସିଲି ମୁଁ ଚାରିଆଡ଼େ ଘୁମି ଘୁମି—ମଧୁସୁଦନ. ଉତ୍କଳଗାଥା

୩. (ମୁଣ୍ଡ) ବୁଲାଇହେବା; ଘୃର୍ଣ୍ଣିତ ହେବା — ୩. (the head) To reel.