ଘୁମିବା
ଦେଖଣା
ଘୁମିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଘୁର୍ଣ୍ଣ ଧାତୁ)
[ସମ୍ପାଦନା]- ୧. ଚକ୍ରାକାରରେ ବୁଲିବା; ଘୁରିବା — ୧. To whirl round.
- ୨. ଚାରିଆଡ଼େ ବୁଲିବା — ୨. To walk about; to walk round.
ଦେଖିଆସିଲି ମୁଁ ଚାରିଆଡ଼େ ଘୁମି ଘୁମି—ମଧୁସୁଦନ. ଉତ୍କଳଗାଥା
- ୩. (ମୁଣ୍ଡ) ବୁଲାଇହେବା; ଘୃର୍ଣ୍ଣିତ ହେବା — ୩. (the head) To reel.