Jump to content

ଘୁଲିବା

ଉଇକିଅଭିଧାନ‌ରୁ

ଘୁଲିବା

ଉଚ୍ଚାରଣ

[ସମ୍ପାଦନା]
(file)

ପ୍ରାଦେଶିକ - (ସମ୍ୱଲପୁର) କ୍ରି.—(ସଂସ୍କୃତ - ଘୂର୍ଣ୍ଣନ; ପ୍ରା. ଘୂଳନ; ତୁଳ. ହିନ୍ଦୀ - ଘୁଇନା)

[ସମ୍ପାଦନା]

ଗୋଳିବା; ଗୋଳାଇବା —To stir up or agitate several ingredients for the purpose of mixing them together.