ଘୂରାଇବା

ଉଇକିଅଭିଧାନ‌ରୁ

ଘୂରାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଦେଶଜ - କ୍ରି. (ସଂସ୍କୃତ - ଘୂର୍ଣ୍ଣ)[ସମ୍ପାଦନା]

ଘୂରିବା କ୍ରିୟାର ଣିଜନ୍ତ ରୂପ; ଘୂର୍ଣ୍ଣିତ କରିବା — Causative form of Ghuribā to roll; to cause to whirl;

ଉତ୍କଟ ମଦେ ସୁରାସୁରେ, ଗିରି ଘୂରାନ୍ତି ଅତି ଖରେ ଜଗନ୍ନାଥ. ଭଗବତ