Jump to content

ଘୂଷ୍କୀ

ଉଇକିଅଭିଧାନ‌ରୁ

ଘୂଷ୍କୀ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ପ୍ରାଦେଶିକ - (ମେଦିନୀପୁର, ଉତ୍ତର ବାଲେଶ୍ୱର) ବିଶେଷ୍ୟ - ସ୍ତ୍ରୀ. (ତୁଳ. ବଙ୍ଗାଳୀ - ଘୁସ୍ତ୍ରୀ)

[ସମ୍ପାଦନା]

ଗୋପନରେ ପରପୁରୁଷଗାମିନୀ କୁଳସ୍ତ୍ରୀ; ଗୁପ୍ତ— ବେଶ୍ୟାକୁଳସ୍ତ୍ରୀ —A family-woman of loose character; an adulterous house-wife.