ଘେନାଇବା

ଉଇକିଅଭିଧାନ‌ରୁ

ଘେନାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ବୁଝାଇବା — ୧. To bring to reason by argument; to cause to understand; to explain.

ଘେନାଇ ଆମ୍ଭେ ଯେତେ କହିଲୁ ରେ; ଘେନିଲୁ ନାହିଁ ବାଳା ପହିଲୁରେ —କବିସୂର୍ଯ୍ୟ. କିଶୋରୀ ଚମ୍ପୂ. ଘ. ଗୀତ

୨. ମନାଇବା —୨. To convince.
୩. ମଙ୍ଗାଇବା —୩. To persuade.
୪. ପ୍ରବର୍ତ୍ତାଇବା —୪. To induce.
୫. ଖୋସାମତ କରିବା —୫. To flatter.
୬. (ମନ) ରଞ୍ଜାଇବା — ୬. To please (one's mind).

ଚନ୍ଦ୍ରମା ରହସ୍ୟେ ମନ ଘେନାଇବି—ଭଞ୍ଜ. ପ୍ରେମସୁଧାନିଧି

୭. ସୁନ୍ଦର ଦେଖାଯିବା; ମାନିବା; ଶୋଭା ପାଇବା — ୭. To look beautiful.
୮. ଘେନିବା କ୍ରିୟାର ଣିଜନ୍ତରୂପ — ୮. Causative of Ghenibā.

ବହୁ ଧନରତ୍ନ ଘେନାଇ ସଙ୍ଗତରେ—କୃଷ୍ଣସିଂହ. ମହାଭାରତ. ବନ

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -[ସମ୍ପାଦନା]

କିଣାଇବା; ଅନ୍ୟ ବ୍ୟକ୍ତିକୁ କୌଣସି ବସ୍ତୁ କିଣିବାର ସୁବିଧା କରିବା ବା କିଣିବାରେ ସାହାଯ୍ୟ କରିବା —To help a person in purchasing a thing.