Jump to content

ଘେନାଣ

ଉଇକିଅଭିଧାନ‌ରୁ

ଘେନାଣ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରହଣ)

[ସମ୍ପାଦନା]

ଦାନ — Gift.

[ଦ୍ରଷ୍ଟବ୍ୟ —'ଦେବୋତ୍ତର ଘେନାଣ ମଧ୍ୟସତ୍ୱାଧିକାରୀ ସତ୍ୱ' ନାମକ ବୃତ୍ତି କଟକ ଜିଲ୍ଲା କେନ୍ଦ୍ରାପଡ଼ଡ଼ା ଅଞ୍ଚଳର କାଗଜପତ୍ର ଓ ଦଲୀଲ ଆଦିରେ ଦେଖାଯାଏ ]

ପ୍ରାଦେଶିକ - (କେନ୍ଦ୍ରାପଡ଼ା ଓ କନିକା)ବିଶେଷଣ -

[ସମ୍ପାଦନା]

ଦତ୍ତ (ଜମି) — Gifted (land).