ଘେନି

ଉଇକିଅଭିଧାନ‌ରୁ

ଘେନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଦେଶଜ - ଅ[ସମ୍ପାଦନା]

୧. ନିମନ୍ତେ; ଯୋଗୁ; ଲାଗି; ପାଇଁ — ୧. For.

ତୋ ଘେନି ଆତ୍ମଘାତି ହୋଇଲୁରେ କବିସୂର୍ଯ୍ୟ. କିଶୋରୀ ଚମ୍ପୂ. ଘ ଗୀତ

୨. ହେତୁରୁ; କାରଣରୁ — ୨. Owing to; on account of.

ଏ ଘେନି ସେ ସମସ୍ତ ଏ ଗ୍ରନ୍ଥ ଲକ୍ଷଣ କୃଷ୍ଣସିଂହ. ମହାଭାରତ, ଆଦି

[ ଦ୍ର—ଏହା ପୂର୍ବରେ ଥିବା ବିଶେଷ୍ୟ ବା ସର୍ବନାମର ୬ଷ୍ଠୀ ଓ ବିକଳ୍ପେ ୧ ମା ବିଭକ୍ତି ହୁଏ ]

୩.ଦ୍ୱାରା —୩. By.

ଅଙ୍ଗୁଳି ଘେନି ଦେଖାଉ ବୋଲେ ଦେବ ସୈନ୍ୟ କଳୁଅଛି ରାବଣ ବଶ୍ୱନାଥ. ବିଚିତ୍ରରାମାୟଣ

୪. ସହିତ; (ଅମୁକ)କୁ ମଶାଇ — ୪. With; including.

ନିଶ୍ଚଳ ଧ୍ୟାନ ମନ୍ତ୍ରଦେଶ ସଂସ୍କାର ଘେନି ଏ ଯେ ଦଶ ଜଗନ୍ନଥ—ଭାଗବତ

[ ଦ୍ର—ଏହା ପୂର୍ବରେ ଥିବା ବିଶେଷ୍ୟ ବା ସର୍ବନାମର ୨ୟା ବଭକ୍ତି ହୁଏ ]