ଘେରାଘେରି

ଉଇକିଅଭିଧାନ‌ରୁ

ଘେରାଘେରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଘେରାଇବା କର୍ମ — ୧. Act of surrounding or enclosing.
୨. ବହୁ ଲୋକ କୌଣସି ବ୍ୟକ୍ତିର ଚାରିଆଡ଼େ ଘେରିବା — ୨. Many persons surrounding a person.