ଘେର ବେଣ୍ଟ

ଉଇକିଅଭିଧାନ‌ରୁ

ଘେର ବେଣ୍ଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଶିକାର କରିବାର ଏକପ୍ରକାର ପ୍ରଣାଳୀ —A sort of hunting; drive.

[ଦ୍ରଷ୍ଟବ୍ୟ —ଏଥିରେ ଶିକାରୀ ଗୋଟିଏ ସ୍ଥାନରେ ବନ୍ଧୁକ ବା କାଣ୍ଡ ଧରି ଜଗି ରହେ, ଅନେକ ଲୋକ ସେ ସ୍ଥାନର ଚାରି ପାଖରୁ ଖଣ୍ଡେ— ଦୂରରେ ପରିଧି ପରି ଘେରି ରହନ୍ତି ଓ ଉକ୍ତ ଘେର ବା ସୀମା ମଧ୍ୟରେ ଥିବା ବନ୍ୟଜନ୍ତୁମାନଙ୍କୁ ହୁରୁଡ଼ାଇ ସେହି ଶିକାରୀ ଜଗିଥିବା କେନ୍ଦ୍ର ନିକଟକୁ ଆଣନ୍ତି ଓ ବନ୍ୟଜନ୍ତୁମାନେ ଶିକାରୀର ନିକଟବର୍ତ୍ତୀ ହେଲାରୁ ସେ ସେମାନଙ୍କୁ ଲକ୍ଷ୍ୟ କରି ଅସ୍ତ୍ର ଚଳାଏ]